18.1 C
Bhubaneswar
Tuesday, November 19, 2024
Homeଓଡିଶାନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଘଟଣା : ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ ନିର୍ଦ୍ଦେଶ

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଘଟଣା : ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ ନିର୍ଦ୍ଦେଶ

ଭୁବନେଶ୍ୱର:  ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆଡମିଶନ ସମୟରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମଲେଖା ହୋଇଥିଲା । ତେବେ ୨୦୧୯-୨୦, ୨୦୨୦-୨୧, ୨୦୨୧ ୨୨ ଶିକ୍ଷାବର୍ଷରେ କିଛି ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଇ ଆଡମିଶନ କରିଥିଲେ ।

ଆଡମିଶନ ବାତିଲ କରିବା ପରେ ବିଭାଗୀୟ ପୋର୍ଟାଲରେ ରିପୋର୍ଟ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କିଛି ଛାତ୍ରଛାତ୍ରୀ ଆଡମିଶନ କରିଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking