25.1 C
Bhubaneswar
Monday, October 21, 2024
Homeଓଡିଶାକରୋନା ଟିକା ଶିଶୁଙ୍କୁ ନପୁଂସକ କରିବ:  ବାବା

କରୋନା ଟିକା ଶିଶୁଙ୍କୁ ନପୁଂସକ କରିବ:  ବାବା

ଭୁବନେଶ୍ୱର: ନିଜର ଚିକିତ୍ସା ପଦ୍ଧତିକୁ ନେଇ ଗତବର୍ଷ ବିବାଦୀୟ ହୋଇପଡ଼ିଥିବା ଡ଼ାକ୍ତର ବାବାଙ୍କ ନିକଟରେ ମେଳାର ପ୍ରଥମ ଦିନରୁ ଯଥେଷ୍ଟ ଭିଡ଼ ଦେଖିବାକୁ ମିଳିଛି । ତେବେ ମରି ଶୋଇଥିବା ଲୋକ ଜୀବଦାନ ଦେଇପାରିବେ ବୟାନ ଦେଇ ଗତବର୍ଷ ଚର୍ଚ୍ଚାର ଶିରୋନୋମା ପାଲଟିଥିଲେ ମହନ୍ତ ମୋହନ ଗିରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।

ତେବେ ସୋମବାର କରୋନା ଟିକାକୁ ନେଇ ବାବା ଚାଞ୍ଚଲ୍ୟକର ମତ ଦେଇଛନ୍ତି । କରୋନା ଟିକା ନେଉଥିବା ପିଲାମାନେ ନଂପୁସକ ହୋଇଯିବେ ବୋଲି ବାବା କହିଛନ୍ତି । ଅନ୍ୟପଟେ ମାସ୍କ ପରିଧାନ କରି ବାବାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉଫରେ ବାବା ଚିହିଁକି ଉଠୁଥିବା ଦେଖିବାକୁ ମିଳିଛି । ଯଜ୍ଞକୁଣ୍ଡରେ ବିଭିନ୍ନ ଔଷଧୀୟ କାଠ ତଥା ଅନ୍ୟାନ୍ୟ ଔଷଧୀୟ ସାମଗ୍ରୀ ବ୍ୟବହାର କରାଯାଇଛି ଏବଂ ଏହା କରୋନା ସଂକ୍ରମଣ କରିବ ନାହିଁ ବୋଲି ବାବା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking