31.1 C
Bhubaneswar
Friday, October 18, 2024
Homeଓଡିଶାଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର

ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର

ଭୁବନେଶ୍ୱର: ଏଥର ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର । ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି । ପିଇଏସଓ (ପେଟ୍ରୋଲିଅମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି କହିଛନ୍ତି । ଅଲ ଓଡିଶା ଫାୟାର ଡିଲର ଆସୋସିଏସନ ଅନୁମତି ମାଗିଥିଲା ।

ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଏହି ଆବେଦନ ହୋଇଥିଲା । ସେପଟେ ରାଜ୍ୟ ସରକାର ଦୀପାବଳୀରେ ବାଣଫୁଟା ଓ ବିକ୍ରି ମାମଲା ଉପରେ ନିଷେଧାଦେଶ ଜାରି କରିଛନ୍ତି । ସେପ୍ଟେମ୍ବର ୩୦ରେ ଏନେଇ ଜାରି ହୋଇଥିଲା ସ୍ବତନ୍ତ୍ର ଗାଇଡ଼ ଲାଇନ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା ।
ସେପଟେ ଦୀପାବଳିରେ ବାଣ ଫୁଟାଇବା ଆବଶ୍ୟକତା ନାହିଁ କି ବାଣରୁ ବାହାରୁଥିବା ଖରାପ ଗ୍ୟାସ ଯୋଗୁଁ ଅସୁସ୍ଥ ହେବାର ନାହିଁ । କେବଳ ଦୀପ ଜାଳି ପର୍ବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ଏକ ରୋଗ ଯାହା ଆରମ୍ଭରୁ ଲଙ୍ଗ୍ସ ବା ଫୁସଫୁସକୁ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ଦୀପାବଳିରେ ବାଣ ଫୁଟାଇଲେ ଏହା ଫୁସଫୁସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking