19.1 C
Bhubaneswar
Tuesday, November 19, 2024
Homeଓଡିଶାଏସସିବିର ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

ଏସସିବିର ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ : ଏସସିବିର ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ୨୫ ତାରିଖରେ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ହୃତଘାତରେ ତାଙ୍କର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଏସସିବିର ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକଙ୍କ ଏକମାତ୍ର ପୁଅ ଚର୍ଚ୍ଚିତ ମଲ୍ଲିକ। ତାଙ୍କ ବୟସ ୧୮ ବର୍ଷ। ପୂର୍ବରୁ ଇକମୋ ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ଆଉ ମାତ୍ର ଜଣେ ରୋଗୀ ଇକମୋ ୟୁନିଟରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking