ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୧୧୫ ଜଣ ଓ ୮୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରୁ ସର୍ବାଧିକ ୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୬୯୦ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୩୨୬୫୦୭ ଜଣ । ତେବେ ୨୨୪୩ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।
ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟାରେ ସୁଧାର ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣଙ୍କ କୋରନାରେ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
Covid-19 Report For 4th January, 2021
New Positive Cases: 198
In quarantine: 115
Local contacts: 83(Details of local contacts will be shared by concerned District Administration)
District Wise Cases:
1. Angul: 34
2. Balasore: 3
3. Bargarh: 10
4. Bhadrak: 3
5. Balangir: 14— I & PR Department, Odisha (@IPR_Odisha) January 5, 2021
6. Boudh: 1
7. Cuttack: 9
8. Ganjam: 3
9. Jagatsinghpur: 4
10. Jajpur: 6
11. Jharsuguda: 5
12. Kalahandi: 2
13. Kendrapada: 4
14. Keonjhar: 19
15. Khurda: 17
16. Mayurbhanj: 11
17. Nawarangpur: 1
18. Nayagarh: 2
19. Nuapada: 2
20. Puri: 9
21. Sambalpur: 9
22. Sonepur: 3— I & PR Department, Odisha (@IPR_Odisha) January 5, 2021
23. Sundargarh: 23
24. State Pool: 4New recoveries: 298
Cumulative tested: 7044883
Positive: 330690
Recovered: 326507
Active cases: 2243— I & PR Department, Odisha (@IPR_Odisha) January 5, 2021