ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୦୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୬୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୫୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୮୩, ଅନୁଗୁଳୁରୁ ୧୨୯, କଟକରୁ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
6. Boudh: 12
7. Cuttack: 150
8. Deogarh: 20
9. Dhenkanal: 38
10. Gajapati: 6
11. Ganjam: 33
12. Jagatsinghpur: 64
13. Jajpur: 73
14. Jharsuguda: 43
15. Kalahandi: 69
16. Kandhamal: 31
17. Kendrapada: 61
18. Keonjhar: 58
19. Khurda: 283
20. Koraput: 41
21. Malkangiri: 20— I & PR Department, Odisha (@IPR_Odisha) October 18, 2020
22. Mayurbhanj: 111
23. Nawarangpur: 60
24. Nayagarh: 40
25. Nuapada: 90
26. Puri: 30
27. Rayagada: 24
28. Sambalpur: 52
29. Sonepur: 68
30. Sundargarh: 99
31. State Pool: 56New Recoveries: 2842
Cumulative Tested: 4043323
Positive: 268364
Recovered: 244227
Active Cases: 22949— I & PR Department, Odisha (@IPR_Odisha) October 18, 2020