ଲାଟେଷ୍ଟ
‘କଂଗ୍ରେସ କରିଥିବା ଭୁଲ୍କୁ ଆମେ ସୁଧାରୁଛୁ’
ଗୁଆହାଟୀ, କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ଶନିବାର ଗୁଆହାଟୀ ଠାରେ ପହଞ୍ôଚଛନ୍ତି। ପହଞ୍ôଚବା ପରେ ମୋଦୀଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ମୋଦୀ ଏଠାରେ ଆୟୋଜିତ...
ଓଡିଶା
ସରକାରୀ ବାବୁଙ୍କ ଟଙ୍କାର ପାହାଡ଼
ଜଗତସିଂହପୁର: ଆଉ ୬ ମାସ ପରେ ଅବସର ନେଇଥାନ୍ତେ। ତେବେ ତା’ ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗ ରେଞ୍ଜର...
ଦେଶ ବିଦେଶ
‘କଂଗ୍ରେସ କରିଥିବା ଭୁଲ୍କୁ ଆମେ ସୁଧାରୁଛୁ’
ଗୁଆହାଟୀ, କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ଶନିବାର ଗୁଆହାଟୀ ଠାରେ ପହଞ୍ôଚଛନ୍ତି। ପହଞ୍ôଚବା ପରେ ମୋଦୀଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ମୋଦୀ ଏଠାରେ ଆୟୋଜିତ...
ଅପରାଧ
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଥିବା ଅମିତ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି...
ବଳରାମ ହତ୍ୟା ଘଟଣା; ମା’-ପୁଅ କୋର୍ଟଚାଲାଣ, ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଜନଗର: ରାଜନଗର ବ୍ଲକ୍ ରାଜନଗର ପଞ୍ଚାୟତ ଡିଆପାରୀ ଗ୍ରାମର ବଳରାମ ସେଠୀଙ୍କର ଗଳିତ ଶବ ଗତ ସୋମବାର ଦିନ କାଙ୍କଦିଆ କଙ୍କଡାଖାଇ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ହତ୍ୟା ଘଟଣାରେ କୋଇଲିପୁର ପଞ୍ଚାୟତ...
































