ଲାଟେଷ୍ଟ
ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….
ମେଷ : ଆପଣଙ୍କ ପ୍ରଗତିରେ କେହି ଗତିରୋଧ କରିପାରନ୍ତି। ମନକୁ ଶାନ୍ତି ମିଳିବ। ସଫଳତା ପାଇଁ ଭାବିଚିନ୍ତି କାମ କରନ୍ତୁ। ପରିବାରରେ ଅଭାବ ଅନଟନ ଦେଖାଦେବ। ମହିଳାମାନେ ନିଆଁ ଓ ଗ୍ୟାସ୍ ପ୍ରତି...
ଓଡିଶା

ଦେଶ ବିଦେଶ
‘କଂଗ୍ରେସ କରିଥିବା ଭୁଲ୍କୁ ଆମେ ସୁଧାରୁଛୁ’
ଗୁଆହାଟୀ, କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ଶନିବାର ଗୁଆହାଟୀ ଠାରେ ପହଞ୍ôଚଛନ୍ତି। ପହଞ୍ôଚବା ପରେ ମୋଦୀଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ମୋଦୀ ଏଠାରେ ଆୟୋଜିତ...
ଅପରାଧ
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଥିବା ଅମିତ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି...
ବଳରାମ ହତ୍ୟା ଘଟଣା; ମା’-ପୁଅ କୋର୍ଟଚାଲାଣ, ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଜନଗର: ରାଜନଗର ବ୍ଲକ୍ ରାଜନଗର ପଞ୍ଚାୟତ ଡିଆପାରୀ ଗ୍ରାମର ବଳରାମ ସେଠୀଙ୍କର ଗଳିତ ଶବ ଗତ ସୋମବାର ଦିନ କାଙ୍କଦିଆ କଙ୍କଡାଖାଇ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ହତ୍ୟା ଘଟଣାରେ କୋଇଲିପୁର ପଞ୍ଚାୟତ...