ଭୁବନେଶ୍ୱର: ଜଙ୍ଗଲ ନିଆଁକୁ ନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ୧୩ ଓ ୧୪ ତାରିଖରେ ୮୦୦-୯୦୦ ପଏଣ୍ଟରେ ନିଆଁ ଲାଗିଥିଲା । ୧୫ରେ ୪୦୦ ପଏଣ୍ଟ, ୧୬ରେ ୩୦୦ ପଏଣ୍ଟରେ ନିଆଁ ଲାଗିଥିଲା । ସମ୍ବଲପୁର ଛାଡି ବାକି ଜିଲ୍ଲାରେ ୯୮% ଅଧିକ ଜଙ୍ଗଲରେ ନିଆଁ ଲିଭିଯାଇଛି । ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ପିସିସିଏଫ୍ ।