26.1 C
Bhubaneswar
Wednesday, January 15, 2025
Homeଓଡିଶା୯ ଜଣଙ୍କୁ ଫାଶି ନୁହେଁ , ଆଜୀବନ - ହାଇକୋର୍ଟ

୯ ଜଣଙ୍କୁ ଫାଶି ନୁହେଁ , ଆଜୀବନ – ହାଇକୋର୍ଟ

ରାୟଗଡା : ୯ ଜଣଙ୍କ  ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ ।  ମୃତ୍ୟୁଦଣ୍ଡ  ପରିବର୍ତ୍ତେ ଆଜୀବନ ଦଣ୍ଡାଦେଶ ଦେଲେ ହାଇକୋର୍ଟ  ।  ରାୟଗଡା ପୁଟାମିଂ ଥାନା ଅଞ୍ଚଳର ହତ୍ୟା ମାମଲାରେ ରାୟ ଶୁଣାଣି କରିଛନ୍ତି । ୨୦୧୬ ସେପ୍ଟେମ୍ବର ୯ରେ ପରିବାରର ୩ ଜଣଙ୍କୁ ହତ୍ୟା ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ବାପା , ମା ଓ ଝିଅକୁ ପିଟିପିଟି ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking