34.1 C
Bhubaneswar
Friday, October 18, 2024
Homeଓଡିଶା୨ ଦିନରେ ବିଶ୍ୱଶର୍ମାଙ୍କ ୯ ସଭା

୨ ଦିନରେ ବିଶ୍ୱଶର୍ମାଙ୍କ ୯ ସଭା

ଭୁବନେଶ୍ୱର : ୧୬ ଏବଂ ୧୭ରେ ଓଡିଶାରେ ହିମନ୍ତ ବିଶ୍ୱଶର୍ମାଙ୍କ ମାରାଥନ ପ୍ରଚାର । ଆସାମର ମୁଖ୍ୟମନ୍ତ୍ରୀ ଓଡିଶା ଆସି ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ । ତେବେ ଆସନ୍ତା କାଲି ବ୍ରଜରାଜନଗର , ବଣାଇ , ଅତାବିରା , ଜଟଣୀରେ ସଭା କରିବେ ଏବଂ ୧୭ରେ କବିସୂର୍ଯ୍ୟନଗର , କଣ୍ଟାବାଂଜି , ଲୋଇସିଂହା , ସତ୍ୟବାଦୀ ଓ ପିପିଲିରେ ସଭା କରିବେ ।

 

କାଲି ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking