16.1 C
Bhubaneswar
Sunday, December 7, 2025
Homeଓଡିଶାସ୍ନାନପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ଫୋର୍ସ   

ସ୍ନାନପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ଫୋର୍ସ   

ପୁରୀ: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ । କେନ୍ଦ୍ରାଞ୍ଚଳ ଆଇଜିଙ୍କ  ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ । ସ୍ନାନପୂଣ୍ଣିମା ପାଇଁ ପୁରୀ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଏସପି ରାଙ୍କ କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା  ଉପରେ ଫୋକସ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking