ଭୁବନେଶ୍ୱର : ଦୀପାବଳି ପୂର୍ବରୁ ରାଜଧାନୀର ୭ଟି ଜାଗାକୁ ମିଳିଛି ଅନୁମତି । ଦୀପାବଳି ପାଇଁ ଭୁବନେଶ୍ୱରରେ ବାଣ ବିକ୍ରିକୁ ଅନୁମତି । ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି । ଗାଡକଣ, ବମିଖାଲ , ପାଣ୍ଡରା , ବାପୁଜୀନଗର , ଲକ୍ଷ୍ମୀସାଗର , ବରଗଡର ୨ ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି । ଦୀପାବଳି ପାଇଁ ଏହି ୭ଟି ସ୍ଥାନରେ ବାଣ କିଣିପାରିବେ ଜନସାଧାରଣ ।
ସ୍ୱପ୍ନ ଏପରି ଦେଖ ଯାହା ପାଇଁ ନିଦ ହଜିଯିବ; ମିସାଇଲ୍ ମ୍ୟାନ୍ ଙ୍କୁ ଝୁରୁଛି ଦେଶ