27.1 C
Bhubaneswar
Thursday, February 26, 2026
Homeଓଡିଶାମ୍ୟାଚ୍‌ ସୁରକ୍ଷାରେ ୫୦ପ୍ଲାଟୁନ ଫୋର୍ସ

ମ୍ୟାଚ୍‌ ସୁରକ୍ଷାରେ ୫୦ପ୍ଲାଟୁନ ଫୋର୍ସ

କଟକ: ବାରବାଟୀ ଟି-୨୦ ମ୍ୟାଚ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ। ୩୦୦ ଅଫିସର ସୁରକ୍ଷା ଦାୟିତ୍ବରେ ରହିବା ନେଇ ସିପିଙ୍କ ସୂଚନା। ମାର୍ଗଦର୍ଶିକା ମାନିବା ପାଇଁ ସାଧାରଣ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି। ଖେଳାଳିଙ୍କୁ ସୁରକ୍ଷିତ ଷ୍ଟାଡିୟମରେ ପହଞ୍ଚାଇବାକୁ ପ୍ରାଥମିକତା ରହିଛି କହିଲେ ସିପି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ସର୍ବସାଧାରଣ ନିମନ୍ତେ ଜାରି କରାଯାଇଛି ଟ୍ରାଫିକ କଟକଣା। ବିଜ୍ଞପ୍ତି ଅନୁସାରେ, ୮ ଡିସେମ୍ବର ଦିନ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏବଂ ସକାଳ ୮ଟାରୁ ମ୍ୟାଚ୍ ଶେଷ ହେବା କିମ୍ବା ଡିସେମ୍ବର ୯ ତାରିଖରେ ଦର୍ଶକଙ୍କୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ବାରବାଟୀରେ ଟି-୨୦ ମ୍ୟାଚ୍: ଟ୍ରାଫିକ କଟକଣା ଜାରି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking