26.1 C
Bhubaneswar
Sunday, August 30, 2026
Homeଅପରାଧ୫ ନକଲି ମାଓବାଦୀ ଗିରଫ

୫ ନକଲି ମାଓବାଦୀ ଗିରଫ

ମାଲକାନଗିରି: ନିଜକୁ ମାଓବାଦୀ କହି ଲୋକଙ୍କୁ ପ୍ରଜାକୋର୍ଟରେ ଧମକ ଦେଇ ବଟି ଆଦାୟ କରି ପୋଲିସ ହାତରେ ଧରାପଡିଲେ ପାଞ୍ଚ ଜଣ ନକଲି ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଚିତ୍ରକୋଣ୍ଡା ଥାନା ବଡପଦର ପଞ୍ଚାୟତର ନାୟବ ସରପଞ୍ଚ ଭକ୍ତରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଠିକା କାମ କରୁଥିଲେ ହେଲେ ଠିକା କାମ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ସେମାନେ ଠିକ କାମ ଛାଡି ବାଟି ଆଦାୟ କରୁଥିବା ଲୋକ ଆତ୍ମନେ ଅଭିଯୋଗ କରିଥିଲେ । ପଦ୍ମଗିରି ଗ୍ରାମର ବିନୋଦ ଜେନା ଓ ଉମାକାନ୍ତ ମାଧେମି ନାମକ ଆଉ ୩ ବ୍ୟକ୍ତିଙ୍କୁ ମାଓବାଦୀ ବୋଲି କହି ଅଭିଯୋଗ ହୋଇଥିବାରୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking