27.1 C
Bhubaneswar
Friday, December 5, 2025
Homeଓଡିଶାରାଜ୍ୟରେ ବନ୍ଦ ରହିଛି ୪୬୨୦ଟି ପ୍ରାଥମିକ ବିଦ୍ୟାଳୟ

ରାଜ୍ୟରେ ବନ୍ଦ ରହିଛି ୪୬୨୦ଟି ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ ।  ଗୃହରେ ନିତିନିୟମ ବିବରଣୀ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ କେତୋଟି  ପ୍ରାଥମିକ ଓ ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ  ବନ୍ଦ ହୋଇଛି । ଏବଂ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ  କେଉଁ ସ୍କୁଲ ଗୁଡିକୁ ଖୋଲିବାରେ ଯୋଜନା ରହିଛି ।  ଏହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି,  ୨୦୨୦, ୧୪ ତାରିଖ ଅନୁଯାୟୀ, ବିଦ୍ୟାଳୟରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ହେତୁ ରାଜ୍ୟରେ  ୪୬୨୦ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି ।  ସେହିପରି ୧୦୦୪ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି ।  ୪୪ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋଟ ୪୬ଟି ପୁନଃ ଖୋଲାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking