32.1 C
Bhubaneswar
Friday, September 20, 2024
Homeଦେଶ ବିଦେଶୟୁସିସି ଉପରେ ମିଳିଛି ୪୬ ଲକ୍ଷ ପରାମର୍ଶ

ୟୁସିସି ଉପରେ ମିଳିଛି ୪୬ ଲକ୍ଷ ପରାମର୍ଶ

ନୂଆଦିଲ୍ଲୀ: ଏକକ ନାଗରିକ ସଂହିତା (ୟୁସିସି)କୁ ନେଇ ସୋମବାର ସୁଦ୍ଧା ଲ’ କମିଶନ୍‌କୁ ୪୬ ଲକ୍ଷ ସାଧାରଣ ଲୋକ, ସଂଗଠନଙ୍କ ପରାମର୍ଶ ମିଳିଛି । ଏହା ମଧ୍ୟରୁ କିଛି ବ୍ୟକ୍ତି ଏବଂ ସଂଗଠନର ପରମର୍ଶ ଉପରେ ଆଲୋଚନା ପାଇଁ କମିଶନ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଡକାଇଛି । କିଛି ଲୋକଙ୍କୁ ଏଥିପାଇଁ ଆମନ୍ତ୍ରଣ ମଧ୍ୟ କରାଯାଇଛି ।

ଚଳିତ ବର୍ଷ ଜୁନ୍ ୧୪ରେ ଲ’ କମିଶନ୍ ୟୁସୁସିକୁ ନେଇ ସାର୍ବଜନୀନ ଭାବେ ଜନସାଧାରଣ ଏବଂ ସଂଗଠନଙ୍କ ପରାମର୍ଶ ମାଗିଥିଲେ । ଏହି ପ୍ରସଙ୍ଗ ଦେଶର ସମସ୍ତ ନାଗରିକଙ୍କ ସହିତ ଜଡ଼ିତ ଥିବାରୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ରାୟ ଜାଣିବା ଜରୁରୀ । ୟୁସିସି ଉପରେ ପରାମର୍ଶ ଦେବାର ଶେଷ ତାରିଖ ଜୁଲାଇ ୧୪ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking