28.1 C
Bhubaneswar
Wednesday, December 17, 2025
Homeଓଡିଶା୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଗୋଟିଏ ବୋର୍ଡ ହେବ । ଦୁଇଟି ବୋର୍ଡ ଭାଙ୍ଗି ଗୋଟିଏ ବୋର୍ଡ ହେବ । ୪୫ ହଜାର ଶିକ୍ଷକ ପଡବୀ ସୃଷ୍ଟି ହେବ । ୩ ବର୍ଷରେ ଚୁକ୍ତିଭିତ୍ତିକ ନୁହେଁ ନିୟମିତ ଶିକ୍ଷକ ନିଯୁକ୍ତି ହେବେ । ଘରୋଇ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇ ଘୋଷଣା ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking