ଭୁବନେଶ୍ୱର: ରାଜ୍ୟରେ ୪୨ ଆଇଏଏସ ଏବଂ ୬୭ ଆଇପିଏସ ପଦବୀ ଖାଲି ରହିଛି । ସେହିଭଳି ୬୭ ଆଇଏଫଏସ ପଦବୀ ଖାଲି ପଡିଛି । ୩୩୦ ଓଏଏସ ୧୪୬ ଓପିଏସ ପଦବୀ ଖାଲି ପଡିଛି । ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।