28.1 C
Bhubaneswar
Friday, September 20, 2024
Homeଓଡିଶାବାଣ ଫ୍ୟାକ୍‌ଟ୍ରିରେ ନିଆଁଲାଗି ୪ ଶ୍ରମିକ ମୃତ

ବାଣ ଫ୍ୟାକ୍‌ଟ୍ରିରେ ନିଆଁଲାଗି ୪ ଶ୍ରମିକ ମୃତ

ଅରାବଲୀ: ଗୁଜରାଟର ଅରାବଲୀରେ ଗୁରୁବାର ଏକ ବାଣି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଫଳରେ ପୋଡ଼ିହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ନିଆଁ ଏକ ଭୀଷଣ ଥିଲା ଯେ ବହୁ ଦୂରରୁ ଧୂଆଁ ଦେଖିବାକୁ ମିଳିଥିଲା ।

ସୂଚନା ପାଇଁ ଫାୟର୍ ବ୍ରିଗେଡ୍‌ର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ । ଏସ୍‌ପି ସଞ୍ଜୟ ଖରାତ କହିଛନ୍ତି, ୪ ଜଣ ଲୋକଙ୍କ ଭିତରେ ଫସି ରହିଥିôବା ସୂଚନା ମିଳିଥିଲା । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking