26.3 C
Bhubaneswar
Thursday, April 9, 2026
Homeଓଡିଶା୪ ବନ୍ୟଜନ୍ତୁ  ଚାଲାଣକାରୀ ଗିରଫ

୪ ବନ୍ୟଜନ୍ତୁ  ଚାଲାଣକାରୀ ଗିରଫ

ସମ୍ବଲପୁର : ବନ୍ୟଜନ୍ତୁ ଚାଲାଣକାରୀ ରାକେଟ ଠାବ  ହୋଇଛି । ୪ ଅଭିଯୁକ୍ତଙ୍କୁ ଧରିଲା ବନବିଭାଗ ।  ରେଢାଖୋଲ  ସହରର ୩ଟି ସ୍ଥାନରେ ଚଢାଉ କରାଯାଇଛି । ୧୫ଟି ଶୁଆ ଶାବକ , ୩ଟି କଇଁଛ  ଉଦ୍ଧାର କରାଯାଇଛି । ଗ୍ରାହକ ବେସରେ ଆସି  ଧରିଛି ବନ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking