28.1 C
Bhubaneswar
Sunday, September 29, 2024
Homeଓଡିଶାବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ କମୁଛି ବର୍ଷାର ପରିମାଣ । ଫଳରେ ହୀରାକୁଦର ଜଳ ଭଣ୍ଡାରରେ ଜଳସ୍ତର କମିବାର ଲାଗିଛି । ଏଥିପାଇଁ ଖୋଲା ଯାଇଥିବା୨୮ ଟିଗେଟ୍ ରୁ ଆଉ ୪ଟି ଗେଟକୁ ବନ୍ଦ କରାଯାଇଛି । ଏବେ ମୋଟ୍ ୨୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଆଉ ଗେଟ୍ ଖାଲାଯିବ ନାହିଁ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରେ ବନ୍ୟାଜଳ ପ୍ରବେଶ ପରେ ମୋଟ୍ ୪୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଇଥିଲା । ସେଥିମଧ୍ୟରୁ ପୂର୍ବରୁ ୧୨ ଟି ଗେଟ୍ କୁ ବନ୍ଦ କରାଯାଇ୨୮ ଟି ଗେଟ୍ ରେ ଜଳ ନିଷ୍କାସନ ହେଉଥିବା ବେଳେ ବର୍ତ୍ତମାନ ଆଉ ୪ଟି ଗେଟ୍ କୁ ବନ୍ଦ କରାଯାଇଛି । ତେଣୁ ଏବେ ମୋଟ୍ ୨୪ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଗେଟ୍ ଏବେ ଖୋଲିବନି : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking