27.1 C
Bhubaneswar
Saturday, June 22, 2024
Homeଓଡିଶା୪ ସ୍କୁଲ ଛାତ୍ରୀଙ୍କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ !

୪ ସ୍କୁଲ ଛାତ୍ରୀଙ୍କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ !

ବଲାଙ୍ଗୀର : ପ୍ରଧାନ ଶିକ୍ଷକଙ୍କ ନାଁରେ ୪ ଛାତ୍ରୀଙ୍କୁ ଯୈାନ ନିର୍ଯ୍ୟାତନା ଅଭିଯୋଗ । ଦେଓଗାଁ ବ୍ଲକର ଏକ ଉନ୍ନୀତ ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଅଭିଯୋଗ । ଷଷ୍ଠ ଶ୍ରେଣୀର ୪ ଛାତ୍ରୀ ଅଭିଯୋଗ ଆଣିବା ପରେ ଉତ୍ତେଜନା । ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଘେରାଉ କଲେ ଅଭିଭାବକ । ଘଟଣା ସ୍ଥଳରେ ପାଟିତୁଣ୍ଡ ।

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking