ଫୈଜାବାଦ: ଆଫଗାନିସ୍ତାନର ଫୈଜାବାଦରେ ଗୁରୁବାର ସନ୍ଧ୍ୟା ୫ଟା ୫ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି । ନାସ୍ନାଲ୍ ସେଣ୍ଟର୍ ଫର ସିସ୍ମୋଲୋଜି ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୧ ମପାଯାଇଛି ।