31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶତୃତୀୟ ପାଳି ବିଜୟ ପକ୍କା: ପ୍ରଧାନମନ୍ତ୍ରୀ

ତୃତୀୟ ପାଳି ବିଜୟ ପକ୍କା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତୃତୀୟ ପାଳି ବିଜୟ ପକ୍କା ବୋଲି କହିଲେ ପ୍ରଧାନମନ୍ତ୍ରୀ । ମୋର ତୃତୀୟ ପାଳି ଆରମ୍ଭ ଆଉ ବେଶି ଦୂର ନୂହେଁ । ଖୁବ୍ ଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଂଚିବୁ । ଆଗାମୀ ୫ ବର୍ଷରେ ଭାରତ ବୁଲେଟ୍ ଟ୍ରେନ୍ ଦେଖିବ । ଆତ୍ମ ନିର୍ଭର ଭାରତ ଅଭିଯାନ ନୂଆ ଶିଖରରେ ପଂହଚିବ । ଖାଇବା ତେଲ ଉତ୍ପାଦନରେ ୫ ବର୍ଷରେ ଭାରତ ଆତ୍ମନିର୍ଭର ହେବ ବୋଲି କହିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking