27.1 C
Bhubaneswar
Sunday, June 30, 2024
Homeଓଡିଶା୩୪ କେଜି ଗଞ୍ଜେଇ ଜବତ

୩୪ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ସହ କାର ଜବତ କଲା ଡୋଲିପୁର ଅବକାରୀ ବିଭାଗ । ସୂଚନା ଅନୁଯାୟୀ,ଢେଙ୍କାନାଳରୁ କାର୍‌ ଯୋଗେ ବ୍ୟାସନଗରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା। କୌଣସି ମତେ ଅବକାରୀ ବିଭାଗ ଖବର ପାଇଥିଲା । ଏହାପରେ ଅବକାରୀ ବିଭଗ ପକ୍ଷରୁ ଗୋପବନ୍ଧୁ ଛକ ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରାଯାଇଥିଲା । ଗାଡ଼ିକୁ ଯାଞ୍ଚ କରିବାରୁ ଦୁଇଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଚଢ଼ାଉପରେ ଅଭିଯୁକ୍ତଙ୍କ ଠାରୁ ୩୪ କେଜି ଗଞ୍ଜେଇ ସହ କାର ଜବତ କରାଯାଇଛି । ଏଥିସହ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking