ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୨୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୭,୩୫୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡରୁ ୧୮୫, ବାଲେଶ୍ୱରରୁ ୧୨୪, ପୁରୀରୁ ୧୨୨, ନୟାଗଡରୁ ୧୨୧, ମାଲକାନଗିରି ଓ ମୟୂରଭଞ୍ଜରୁ ୧୧୭ ଜଣ, କୋରାପୁଟରୁ ୧୦୭, ସୁନ୍ଦରଗଡରୁ ୧୦୪, ଭଦ୍ରକରୁ ୯୮, ଝାରସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଳପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତିରୁ ୪୩, ନୂଆପଡାରୁ ୨୫, ବଲାଙ୍ଗିରରୁ ୨୪, କଳାହାଣ୍ଡିରୁ ୨୪, ସୋନପୁରରୁ ୨୩, ବୌଦ୍ଧରୁ ୮, ଦେଓଗଡରୁ ୫ ଓ ଅନୁଗୁଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 3278 #COVID19 patients have recovered and are being discharged on 03.09.2020
511 from Khordha
368 from Ganjam
230 from Cuttack
195 from Jajapur
187 from Rayagada
185 from Bargarh
124 from Baleswar
122 from Puri
121 from Nayagarh
117 from Malkangiri
117 from Mayurbhanj— H & FW Dept Odisha (@HFWOdisha) September 3, 2020
107 from Koraput
104 from Sundargarh
98 from Bhadrak
89 from Jharsuguda
88 from Kandhamal
77 from Jagatsinghpur
69 from Keonjhar
67 from Sambalpur
66 from Dhenkanal
47 from Nabarangpur
43 from Gajapati
35 from Kendrapara
25 from Nuapada
24 from Bolangir
24 from Kalahandi— H & FW Dept Odisha (@HFWOdisha) September 3, 2020
23 from Sonepur
8 from Boudh
5 from Deogarh
2 from AnugulThe total recovered cases of Odisha now stand at 87351
— H & FW Dept Odisha (@HFWOdisha) September 3, 2020