20.1 C
Bhubaneswar
Saturday, February 14, 2026
Homeଓଡିଶା୩୨ କେଜି ଗଞ୍ଜେଇ ଜବତ ; ୧ ଗିରଫ

୩୨ କେଜି ଗଞ୍ଜେଇ ଜବତ ; ୧ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବାଉଁଶୁଣି ପୋଲିସ ପ୍ରାୟ ୩୨ କେଜି ଗଞ୍ଜେଇ ଜବତ କରିଛି । ଏବଂ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ହେଉଥିବାର ଖବର ବାଉଁଶୁଣି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଏହି ସମୟରେ ଗଞ୍ଜେଇ ସହ ଅଭିଯୁକ୍ତକୁ ଧରିବା ପାଇ ପୋଲିସ ସଫଳ ହୋଇଥିଲା । ଅଭିଯୁକ୍ତ ନାଁରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କିଏ ଓ କେଉଁଠିକି ଗଞ୍ଜେଇ ଚାଲାଣ କରୁଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking