ନୂଆଦିଲ୍ଲୀ : ଅଦମ୍ୟ ସାହାସ ଓ ପରାକାଷ୍ଠା ପାଇଁ ୩ ସେନାବୀରଙ୍କୁ କୀର୍ତ୍ତିଚକ୍ର ସମ୍ମାନ । ଆତଙ୍କୀଙ୍କ ସହ ଲଢି ସହିଦ ହୋଇଥିବା କର୍ଣ୍ଣେଲ ମନପ୍ରିତ ସିଂ ପାଇବେ କୀର୍ତ୍ତିଚକ୍ର । ମେଜର ଏମ୍. ନାଇଡୁ ଓ ରାଇଫଲ୍ ମ୍ୟାନ୍ ରବି କୁମାର ପାଇବେ କୀର୍ତ୍ତିଚକ୍ର ।