ଭୁବନେଶ୍ୱର : ଘଡଘଡି ସହ ଝଡବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି । ଢେଙ୍କାନାଳ , ଯାଜପୁର , କଟକ , ନୟାଗଡ , ଗଂଜାମ, ଖୋର୍ଦ୍ଧାକୁ ୱାର୍ଣ୍ଣି ଜାରି । ଆଶନ୍ତା ୩ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଜାରି କଲା ପାଣିପାଗ ବିଭାଗ ।