ଚେନ୍ନାଇ: ବହିଃଶୁଳ୍କ ଅଧିକାରୀମାନେ ଗତ ରବିବାର ଚେନ୍ନାଇ ଏୟାରପୋର୍ଟରୁ ଆଫ୍ରିକୀୟ ର।।ଷ୍ଟ୍ର ଗିନିରୁୁ ଆସିଥିବା ଜଣେ ବିମାନଯାତ୍ରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି । ସଂନପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ୧.୫ କିଲୋ ଓଜନର ଆମ୍ଫେଟାମାଇନ୍ ବଟିକା ଉଦ୍ଧାର କରାଯାଇଛି । ଏନ୍ଡିପିଏସ୍ ଆଇନର ବିଭିନ୍ନ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।