30.1 C
Bhubaneswar
Friday, September 20, 2024
Homeଓଡିଶାବାଣ ନିଆଁରେ ପୋଡ଼ି ୩ ଗାଈ ଜୀବନ୍ତ ଦଗ୍ଧ

ବାଣ ନିଆଁରେ ପୋଡ଼ି ୩ ଗାଈ ଜୀବନ୍ତ ଦଗ୍ଧ

ବାଲିପାଟଣା: ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ର ପୁର ଗ୍ରାମ ପଞ୍ଚାୟତ ଅଧୀନ ପାରିବାସୁଦେବପୁର ମଲ୍ଲିକ ସାହିରେ ଗତକାଲି ରାତିରେ ବାଣ ନିଆଁରେ ଏକ ବଡ଼ ଦୁର୍ଘଟଣା ଘଟିଛି | ଉକ୍ତ ଗ୍ରାମର କୁନଆ ମଲ୍ଲିକଙ୍କ ଗୁହାଳ ଚାଳ ଉପରେ ବାଣ ପଡ଼ି ହୁତୁହୁତୁ ହୋଇ ଜଳି ଯାଇଥିଲା। ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି। ଦୁଃଖର କଥା ସେଠାରେ ଥିବା୫ ଟି ଗାଈରୁ ୩ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ନିଆଁକୁ ଆୟର କରିଛି। ସେହିପରି ବାଲିପାଟଣ ର ବିଭିନ୍ନ ସ୍ଥାନରେ ବାଣ ନିଆଁରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking