18.1 C
Bhubaneswar
Monday, November 25, 2024
Homeଓଡିଶା+୩ ନାମଲେଖା ପାଇଁ ଅବଧି ବଢିଲା

+୩ ନାମଲେଖା ପାଇଁ ଅବଧି ବଢିଲା

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ଯୁକ୍ତ ୩ ନାମଲେଖା ଅବଧି ବୃଦ୍ଧି । ଅନଲାଇନ ସିଏଏଫ ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ କୁ ବୃଦ୍ଧି । ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ସେପ୍ଟେମ୍ବର ୧୬ ରୁ ୧୯ ତାରିଖ ଯାଏଁ ଚାଲିବ । ସ୍ପଟ ସିଲେକ୍ସନ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ ରୁ ଆରମ୍ଭ ହେବ ।

ମେସିନରେ ଚାପିହୋଇ ଠିକା କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କରି କାରଖାନା ସମ୍ମୁଖରେ ଶବ ରଖି ଧାରଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking