26.1 C
Bhubaneswar
Thursday, September 19, 2024
Homeଓଡିଶା୨ ଜଣଙ୍କୁ ଦଳିଦେଲା ଟ୍ରକ

୨ ଜଣଙ୍କୁ ଦଳିଦେଲା ଟ୍ରକ

ଭୁବନେଶ୍ୱର: ଆନନ୍ଦପୁରରେ ମର୍ମନ୍ତୁଦ ଦୁର୍ଘଟଣା । ୨ଜଣଙ୍କୁ ମାଡି ଚାଲିଗଲା ଟ୍ରକ । ଉଭୟ ସାଇକେଲ ଆରୋହୀ ଥିଲେ । ଆନନ୍ଦପୁର-ଭଦ୍ରକ ରାସ୍ତାର ଚଣ୍ଡିବିରଞ୍ଚିପୁର ଛକରେ ଘଟିଛି ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଉଭୟଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ଉଭଙ୍କ ମୃତ୍ୟୁ । ଘଟଣାସ୍ଥଳରୁ ଦୁର୍ଘଟଣାଗସ୍ତ ଟ୍ରକ ଫେରାର ହୋଇଯାଇଛି । ମୃତକଙ୍କ ପରିଚ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking