34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲେବାନନ୍‌ରୁ ୨୯ ହଜାର ଲୋକ ସ୍ଥାନାନ୍ତରିତ

ଲେବାନନ୍‌ରୁ ୨୯ ହଜାର ଲୋକ ସ୍ଥାନାନ୍ତରିତ

ବେରୁଟ: ଇରାନ ସମର୍ଥିତ ହିଜବୁଲ୍ଲାହ ଏବଂ ଇସ୍ରାଏଲ୍ ସେନା ମଧ୍ୟରେ ଭୀଷଣ ଗୁଳିଗୋଳା ବର୍ଷଣ ମଧ୍ୟରେ ଦକ୍ଷିଣ ଲେବାନନ୍‌ରୁ ପ୍ରାୟ ୨୯ ହଜାର ଲୋକ ସ୍ଥାନାନ୍ତରିତ ହୋଇଥିବା ଜାତିସଂଘ ଏଜେନ୍ସି ପକ୍ଷରୁ କୁହାଯାଇଛି । ଶରଣାର୍ଥିୀଙ୍କ ପାଇଁ ଥିବା ଅନ୍ତର୍ଜାତୀୟ ସଂସ୍ଥା ଏକ ବିବୃତିରେ କହିଛି, ସଂଘର୍ଷ କାରଣରୁ ଲେବାନନ୍‌ର ଦକ୍ଷିଣାଞ୍ଚଳରୁ ମୋଟ ୨୮,୯୬୫ ଲୋକ ଅନ୍ୟତ୍ରମ ପଳାୟନ କରିଛନ୍ତି ।

ଅକ୍ଟୋବର ୨୩ ପରଠାରୁ ଏହି ସଂଖ୍ୟାରେ ୩୭% ବୃଦ୍ଧି ପାଇଛି । ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ କେତେକ ପରିବାର ସଦସ୍ୟ ଦେଶର ଅନ୍ୟ ସ୍ଥାନରେ ଶରଣ ନେଇଥିବା ବେଳେ ସକ୍ଷମ ପରିବାରଗୁଡ଼ିକ ସାମୟିକ ଭାବେ ଆପ।।ର୍ଟମେଣ୍ଟ୍ ଭଡ଼ା ନେଇ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking