ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ମନ୍ତ୍ରୀ ଶିବରାଜଙ୍କ ପ୍ରଶଂସା । ଓଡିଶାରେ ଲକ୍ଷପତି ଲକ୍ଷପତି ଦିଦି ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହୋଇଛନ୍ତି । ଓଡିଶାରେ ୨୯ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ରିପୋର୍ଟ ପାଇଛି । ପିଏମ ସୂର୍ଯ୍ୟଘର ଯୋଜନା ପହଞ୍ଚାଇବାରେ ବଡ ସଫଳତା ଓଡିଶାକୁ ମିଳିଛି । ମୁଁ ବଲାଙ୍ଗୀର ଆସିବା ବାଟରେ ଏହା ଭଲ ଭାବେ ଦେଖି ପାରିଛି । ଭିବି- ଜି- ରାମ ଯୋଜନାରେ ବିକଶିତ ଭାରତ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଆଗକୁ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି, ନିଶ୍ଚିତ ପ୍ରଭାବ ରହିବ ।










