ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳର ଯେଉଁ ନବୀକରଣ କରିବାକୁ ଯାଉଛନ୍ତି ସେଥିରେ ବର୍ତ୍ତମାନ ସୁଧା ଏହି ବିଧାୟକଙ୍କ ନିକଟକୁ ମନ୍ତ୍ରୀ ହେବା ପାଇଁ ଫୋନ କଲ ଯାଇଥିବା ଜଣା ପଡିଛି । ଏମାନେ ହେଲେ-
ଆଳି ବିଧାୟକ-ପ୍ରତାପ କେଶରୀ ଦେବ
ବିଂଝାରପୁର ବିଧାୟିକା-ପ୍ରମିଳା ମଲ୍ଲିକ
ନୂଆପଡା ବିଧାୟକ-ରାଜେନ୍ଦ୍ର ଢୋଲକିଆ
ଟିିଟିଲାଗଡ ବିଧାୟିକା –ଟୁକୁନି ସାହୁ
ଜଗତସିଂହପୁର ବିଧାୟକ-ପ୍ରଶାନ୍ତ ମୁଦୁଲି
ମହାକାଳପଡା ବିଧାୟକ-ଅତନୁ ସବ୍ୟସାଚୀ ନାୟକ
ନିମାପଡା ବିଧାୟକ-ସମୀର ଦାଶ
ଜଳେଶ୍ୱର ବିଧାୟକ-ଅଶ୍ୱିନୀ ପାତ୍ର
ରେଢାଖୋଲ ବିଧାୟକ-ରୋହିତ ପୂଜାରୀ
ପୋଲସରା ବିଧାୟକ-ଶ୍ରୀକାନ୍ତ ସାହୁ
ସୋନପୁର ବିଧାୟକ-ନିରଞ୍ଜନ ପୂଜାରୀ