29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୨୫ ପ୍ରତିଶତ ୨୦୨୫ ସୁଦ୍ଧା ଇଲେକ୍ଟ୍ରି ଗାଡି ରେଜିଷ୍ଟ୍ରେସନ୍

୨୫ ପ୍ରତିଶତ ୨୦୨୫ ସୁଦ୍ଧା ଇଲେକ୍ଟ୍ରି ଗାଡି ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ: ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରି ଗାଡି । ୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ । ଯାହା ଏବେ ମାତ୍ର ୬ ପ୍ରତିଶତ ରହିଛି । ଏଥିପାଇଁ ପରିବହନ ବିଭାଗ ଖୁବଶୀଘ୍ର ନୂଆ ଇଭି ଚାର୍ଜିଂ ପଲିସି ଆଣିବାକୁ ଯାଉଛି । ଇଭି ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ରାସ୍ତାରେ ରହିବ ଇଭି ଚାର୍ଜିଂ ଷ୍ଟେସନ୍ । କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରରେ ଇଭି ଚାର୍ଜିଂ ହବ୍ ହେବ । ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା, ୩ ଚକିଆରେ ୧୦ ହଜାର ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking