24.1 C
Bhubaneswar
Tuesday, October 22, 2024
Homeଓଡିଶା୨୫ରୁ ଘରେ ଘରେ କଂଗ୍ରେସ: ପିସିସି

୨୫ରୁ ଘରେ ଘରେ କଂଗ୍ରେସ: ପିସିସି

ଭୁବନେଶ୍ୱର: ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ଯାଏଁ କଂଗ୍ରେସର କାର୍ଯ୍ୟକ୍ରମ ହେବାକୁ ଯାଉଛି । ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ନେଇ ପିସିସିୁ ସଭାପତିଙ୍କ ସୂଚନା ରହିଛି । ପଦଯାତ୍ରା କରି ଲୋକଙ୍କ ପାଖରେ ପହଂଚିବ କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କୁ ପାଖକୁ ଯିବ କଂଗ୍ରେସ । ୬ ଶହ କୋଟିର ଚନ୍ଦ୍ରଯାନ ଚନ୍ଦ୍ରରେ ପହଂଚିଲା । ୫ ଶହ କୋଟି ଟଙ୍କାରେ ପାଣ୍ଡିଆନ ବାବୁଙ୍କ ହେଲିକପ୍ଟର ବୁଲା ସରୁନି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଶରତ ପଟ୍ଟନାୟକ ।

ଯାନ୍ତ୍ରିକରେ ତ୍ରୁଟି ଯୋଗୁ ମଝି ଆକାଶରୁ ଫେରିଲା ବିମାନ କଲା ଜରୁରୀ ଅବତରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking