29.1 C
Bhubaneswar
Tuesday, July 2, 2024
Homeଓଡିଶା୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ !

୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ !

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ବଡ ବୟାନ ଦେଲେ ଜୟଦେବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ କହିଲେ ଜୟଦେବ । ବିଜେଡି- ବିଜେପି ଏକାଠି ଅଛନ୍ତି ।କଂଗ୍ରେସ ଏକମାତ୍ର ବିକଳ୍ପ । ସେ ଦୃଷ୍ଟିରୁ ଦେଖିଲେ ୨୦୨୪ ହେଉଛି ଆମପାଇଁ ଶେଷ ସୁଯୋଗ । ଯଦି ୨୦୨୪ ରେ ଜିତୁ , ତେବେ ୧୦-୧୫ ବର୍ଷ କ୍ଷମତାରେ ରହିବୁ । ୨୦୨୪ ପାଇଁ ଏକଜୁଟ ନ ହେଲେ ଭଗବାନ ବି ସାହାଯ୍ୟ କରିବେନି ।

ନାବାଳିକାକୁ ଦୁଷ୍କର୍ମ: ଧରାପଡ଼ିଲା ଫେରାର ନାବାଳକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking