28.1 C
Bhubaneswar
Sunday, September 8, 2024
Homeଓଡିଶାଝାଡାବାନ୍ତିରେ ଆକ୍ରାନ୍ତ ହେଲେ ୨୨ ଛାତ୍ରଛାତ୍ରୀ

ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ୨୨ ଛାତ୍ରଛାତ୍ରୀ

କୁଚିଣ୍ଡା : ବାମରା ସାଲହି ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି ଆତଙ୍କ ଖେଳାଇଛି । ଝାଡାବାନ୍ତିରେ ୨୨ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ , ୧୦ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ୪ ଦିନ ହେଲା ବ୍ୟାପିଛି ଝାଡାବାନ୍ତି ଆତଙ୍କ । କେଉଁ କାରଣରୁ ବ୍ୟାପିଛି ତାହାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି ।

ବିଜେପିରେ ଯୋଗ ଦେଇ ପାରନ୍ତି କମଲ ନାଥ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking