32.1 C
Bhubaneswar
Saturday, October 19, 2024
Homeଓଡିଶା୨୨ ବିମାନର ଦିଗ ପରିବର୍ତ୍ତନ

୨୨ ବିମାନର ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଝଡ଼ ତୋଫାନ ସହିତ ଭୀଷଣ ବର୍ଷା କାରଣରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ (ଆଇଜିଆଇ)ରୁ ୨୨ ବିମାନର ଉଡ଼ାଣକୁ ଅନ୍ୟ ବିମାନ ବନ୍ଦରକୁ ଡାଏଭର୍ଟ କରାଯାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ ୧୧ ବିମାନକୁ ଲକ୍ଷ୍ନୌ, ୮ ଜୟପୁର ଏବଂ ଡେରାଡୁନ୍‌, ଜୟପୁର ଓ ଚଣ୍ଡିଗଡ଼କୁ ଗୋଟିଏ ଗୋଟିଏ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଦିଗ ପରିବର୍ତ୍ତନ ଏବଂ ବିଳମ୍ବ ନେଇ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜଧାନୀରେ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking