22.1 C
Bhubaneswar
Friday, December 5, 2025
Homeଓଡିଶାନୂଆ ସାମିଲଙ୍କୁ  ନୂଆବର୍ଷରେ ୨ଟି ସୁଭଦ୍ରା କିସ୍ତି: ପ୍ରଭାତୀ

ନୂଆ ସାମିଲଙ୍କୁ  ନୂଆବର୍ଷରେ ୨ଟି ସୁଭଦ୍ରା କିସ୍ତି: ପ୍ରଭାତୀ

ଭୁବନେଶ୍ୱର: ନୂଆବର୍ଷରେ ଏକାଥରକେ ୨ଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ନୂଆ ଯୋଡି ହୋଇଥିବା ହିତାଧିକାରୀଙ୍କୁ ଏକାଥରକେ  ମିଳିବ ୨ଟି କିସ୍ତି  । ଏନେଇ ସୂଚନା ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ପୋର୍ଟାଲ ଖୋଲାଯାଇଛି, ୨୧ ବର୍ଷୀୟ ହିତାଧିକାରୀଙ୍କ ଯୋଡି ହେଉଛନ୍ତି ।  ୨ଟି କିସ୍ତି ଦେବାକୁ ଜାନୁଆରୀ  ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking