33.8 C
Bhubaneswar
Tuesday, April 14, 2026
Homeଓଡିଶାପ୍ରେମରେ ବିଫଳ ହୋଇ ବୈତରଣୀକୁ ଡେଇଁଲେ + ୨ ଛାତ୍ର

ପ୍ରେମରେ ବିଫଳ ହୋଇ ବୈତରଣୀକୁ ଡେଇଁଲେ + ୨ ଛାତ୍ର

ପାଟଣା : ପାଟଣା ବୈତରଣୀ ପୋଲ ଉପରୁ ଜଣେ ଯୁକ୍ତ ୨ ନାବାଳକ ଛାତ୍ର ଗତକାଲି ନଦୀକୁ ଡେଇଁ ପଡ଼ିଥିଲେ। ମାତ୍ର ନଦୀରେ କମ ପାଣି ଥିବାରୁ ଲୋକେ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ପାଟଣା ଥାନା ଅଞ୍ଚଳର ଏହି ନାବାଳକ ଛାତ୍ର ଜଣକ ଯେଉଁ ନାବାଳିକା ଛାତ୍ରୀକୁ ଭଲ ପାଉଥିଲେ ସେହି ଛାତ୍ରୀ ଜଣକ ତାଙ୍କୁ ଛାଡି ଅନ୍ୟ ଜଣକୁ ଭଲ ପାଇ ବସିଥିବା ଜାଣି ଛାତ୍ର ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସକୁ ସୂଚନା ମିଳିଛି। ତେବେ ପୁଲିସ ଉଦ୍ଧାର ନାବାଳକର ପ୍ରାଥମିକ ଚିକିତ୍ସା ପରେ ତାଙ୍କ ମାଆଙ୍କ ଜିମା ଦେଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking