27.1 C
Bhubaneswar
Wednesday, March 25, 2026
Homeଓଡିଶାଝଗଡାରୁ ବିଷ ପିଇଲେ ୨ ଭଉଣୀ

ଝଗଡାରୁ ବିଷ ପିଇଲେ ୨ ଭଉଣୀ

ବୌଦ୍ଧ: ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ। ହରଭଙ୍ଗା ଥାନା ମହାଲିକପଡା ଗାଁ ରେ ଅଭାବନୀୟ ଘଟଣା। ବଡ ଭଉଣୀ ମୃତ , ସାନ ଭଉଣୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ବିବାହିତା ବଡ ଭଉଣୀ ଘରକୁ ବୁଲିବାକୁ ଯାଇଥିଲା ସାନ ଭଉଣୀ । ଘରେ କେହି ନ ଥିବା ବେଳେ , ବିଷ ପିଇଲେ ୨ ଭଉଣୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking