25.1 C
Bhubaneswar
Sunday, December 21, 2025
Homeଓଡିଶାଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨ ବିଜେଡି ସାଂସଦ -ଅଶୋକ ମହାନ୍ତି   

ଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨ ବିଜେଡି ସାଂସଦ -ଅଶୋକ ମହାନ୍ତି   

ଭୁବନେଶ୍ୱର : ବିଜେପି ବିଧାୟକ  ଅଶୋକ ମହାନ୍ତିଙ୍କ ବଡ ଦାବି ରହିଛି । ଖୁବଶୀଘ୍ର ବିଜେପିରେ ମିଶିବେ ଆଉ ୨ ବିଜେଡି ସାଂସଦ । ବିଜେଡିର ୨ ରାଜ୍ୟସଭା ସାଂସଦ ବିଜେପିରେ ମିଶିବେ । ଜଣେ ବରିଷ୍ଠ ଅନ୍ୟ ଜଣେ ଯୁବ ସାଂସଦ ସାମିଲ ହେବେ । କିଛିଦିନରେ ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking