କଟକ: କାଠେଯାଡିରେ ବୁଡି ଯାଇଥିବା ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ୨ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ପୁରୀଘାଟ ଥାନା ପାଖରେ ଗାଧୋଇଲା ବେଳେ ବୁଡି ଯାଇଥିଲେ । ୨ ଜଣଙ୍କୁ ନାବାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










