27.1 C
Bhubaneswar
Sunday, June 30, 2024
Homeଓଡିଶାଜମି କେଳେଙ୍କାରୀଙ୍କୁ ନେଇ ୨ ପୂର୍ବତନ ଆଇପିଏସ୍ ମୁହାଁମୁହିଁ

ଜମି କେଳେଙ୍କାରୀଙ୍କୁ ନେଇ ୨ ପୂର୍ବତନ ଆଇପିଏସ୍ ମୁହାଁମୁହିଁ

ଭୁବନେଶ୍ୱର : ରାଜ୍ୟରେ ବଡ ଧାରଣର ଜମି କେଳେଙ୍କାରୀ ଫିଟୁଛି ଗୁମର । ଦୁଇ ପୂର୍ବତନ ଆଇପିଏସ୍ ଅଧିକାରୀ ମୁହାଁମୁହିଁ ପରେ ସାମ୍ନକୁ ଆସିଲା ସତ । ନାଗେଶ୍ୱର ରାଓ ଏବଂ ସଞ୍ଜୀବ ମାରିକରଙ୍କ ମଧ୍ୟରେ କଥା କଟାକଟି । ପାତ୍ରପଡା ଜମି କେଳେଙ୍କାରୀକୁ ନେଇ ମୁହାଁମୁହିଁ । ତେବେ ୨୦୧୧ରେ ଜମି କିଣିଥିଲେ ନାଗେଶ୍ୱର ରାଓ ।  କିନ୍ତୁ ୪ ବର୍ଷ ପରେ ଜାଲିଆତି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ୨୦୧୫ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । କିନ୍ତୁ ତକ୍ରାଳୀନ ଡିଜିପି ସଂଜୀବ ମାରିକଙ୍କ ଚାପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିନଥିବା ଅଭିଯୋଗ କରିଛନ୍ତି ନାଗେଶ୍ୱର ରାଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking