27.1 C
Bhubaneswar
Sunday, September 29, 2024
Homeଓଡିଶାବସ୍‌-ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ବସ୍‌-ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଲିଆ ଗାଁ ନିକଟରେ ଘଟିଯାଇଛି ଏକ ଦୁର୍ଘଟଣା । ବସ ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ବସ ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ରାଣ ହରାଇଥିବା ୨ ବ୍ୟକ୍ତି ହେଉଛନ୍ତି ହେମଗିରି ଥାନା ଗୋପାଳପୁର ଗାଁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking