14.1 C
Bhubaneswar
Sunday, December 7, 2025
Homeଓଡିଶା୨ଦିନ କୋଣାର୍କ ମନ୍ଦିର ବନ୍ଦ

୨ଦିନ କୋଣାର୍କ ମନ୍ଦିର ବନ୍ଦ

ଭୁବନେଶ୍ୱର :  ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆଜି ଓ କାଲି ପରଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିବ । ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବନ୍ଦ ରଖିବାକୁ ନିଷ୍ପତ୍ତି  ନିଆଯାଇଛି । ବାତ୍ୟା ପ୍ରଭାବ ଯୋଗ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ବାଲେଶ୍ୱରରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଘରୋଇ ବସ ଚଳାଚଳ ସବୁ ବନ୍ଦ ରହିଛି । ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ପୁରାପୁରି ଠପ୍ ରହିଛି ।ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking